ଭାରତରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଫ୍ରେଞ୍ଚ ଫାର୍ମା ସାନୋଫି ତିଆରି କରିଥିବା କୋଭିଡ -୧୯ ଟିକାର ବିଶ୍ୱସ୍ତରୀୟ ପର୍ଯ୍ୟାୟ ୩ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି। ସାନୋଫି ଇଂଲଣ୍ଡ ଫାର୍ମା ଗ୍ଲାକ୍ସୋ ସ୍ମିଥକାଇନ୍ (ଜିଏସକେ) ସହିତ ଏହି ଟିକା ବିକାଶ କରୁଛି। ଏକ ପ୍ରେସ ନୋଟରେ ସାନୋଫି ପକ୍ଷରୁ କୁହାଯାଇଛି ଯେ, ଭାରତ ଟିକାର ବିଶ୍ୱସ୍ତରୀୟ ଫେଜ୍-୩ ଟ୍ରାଏଲ୍ ପାଇଁ ଅନୁମତି ଦେଇଛି। ଭାରତରେ ପ୍ରଥମ … Continue reading ଭାରତରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଲା ଡିସିଜିଆଇ